ଆଜିର ଖବର ଚାନ୍ଦପୁର: ଟ୍ରକରୁ ୨୫୦ ବସ୍ତା ସିମେଣ୍ଟ ଚୋରି ପ୍ରସଙ୍ଗ, ୩ ଲୁଟେରା ଗିରଫ, ଦୁଇଟି ଟ୍ରାକ୍ଟର ଜବତ ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସକୁ ବଡ ସଫଳତା ମିଳିଛି। ସିମେଣ୍ଟ ବୋଝେଇ ଟ୍ରକରୁ ୨୫୦ ବସ୍ତା ଚୋରୀ ମାମଲାର ପୋଲିସ ପର୍ଦ୍ଦାଫାସ କରି ୩ ଲୁଟେରାଙ୍କୁ…