ଆଜିର ଖବର ସିମେଣ୍ଟ ବୋଝେଇ ଟ୍ରକ ଓଲଟି ଡ୍ରାଇଭର ଗୁରୁତର ଗଜପତି: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅନ୍ତର୍ଗତ ବାଦପୁର ଘାଟିରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଟ୍ରକ୍ ନଂ ଏପି ୩୯ ଜେ୯୫୩୯…