ଆଜିର ଖବର ବର୍ଷା ଯୋଗୁଁ ରଦ୍ଦ ହେଲା ବାଙ୍ଗାଲୋର ଟି-୨୦ ମ୍ୟାଚ୍, ସିରିଜ୍ ୨-୨ ରେ ବରାବର ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ୨-୨ ରେ ବରାବର ରହିଛି। ସିରିଜର ଶେଷ ମ୍ୟାଚ୍ ବାଙ୍ଗାଲୋରରେ ଖେଳାଯାଇଥିଲା।…