ଆଜିର ଖବର ମହାନଦୀ ଉପରେ ଆରମ୍ଭ ହେଲା ଭାସମାନ ରେଷ୍ଟୁରାଣ୍ଟ, ପର୍ଯ୍ୟଟକ ନେବେ ମଜା କଟକ: ଭାସମାନ ରେଷ୍ଟୁରାଣ୍ଟ। ଏପରି ରେଷ୍ଟୁରାଣ୍ଟ ବିଦେଶରେ ବେଶ ଲୋକପ୍ରିୟ ହୋଇଛି। ସେହିପରି ମଜା ଓଡିଶା ପର୍ଯ୍ୟକଙ୍କୁ ନେବା ପାଇଁ କଟକରେ ଆରମ୍ଭ ହୋଇଛି ଫ୍ଲୋଟିଙ୍ଗ ରେଷ୍ଟୁରାଣ୍ଟ।…