ଆଜିର ଖବର ଭାରତକୁ ଏକ ବଡ ବିପଦ ବୋଲି ଭାବନ୍ତି ୯୨% ଚୀନୀ, ପିଏମ ମୋଦୀ ଏବଂ ନୂତନ ସଂସଦକୁ ପ୍ରଶଂସା ନୂଆଦିଲ୍ଲୀ: ଚୀନ୍ ପ୍ରାୟତଃ ଭାରତ ପ୍ରତି ଶତ୍ରୁତା କରିଆସୁଛି। ଚୀନ୍ ମଧ୍ୟ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଛି। ଭାରତ ସରକାରଙ୍କୁ ସମାଲୋଚନା କରିବା ପାଇଁ…