ଆଜିର ଖବର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭକ୍ତଙ୍କ ଅଧିନରେ ଚାଲନ୍ତି ଭଗବାନ, ହେଲେ କେମିତି? ଉପେନ୍ଦ୍ର ବଳିୟାରସିଂହ ଥରେ ଅଯୋଧ୍ୟାରେ ସୀତା ଦେବୀ, ଭରତ, ଶତ୍ରୁଘ୍ନ, ଲକ୍ଷ୍ମଣ ସବୁ ପରିଜନ ଗୋଟିଏ ବିଚାର କଲେ। ହନୁମାନ ସବୁବେଳେ ପ୍ରଭୁଙ୍କ ସେବାରେ ନିଯୁକ୍ତ ରହୁଛନ୍ତି।…