ଆଜିର ଖବର ଆପୋସ ବୁଝାମଣାରେ ସୀମା ଚିହ୍ନଟ: ରାଜସ୍ବ ମନ୍ତ୍ରୀ ଭୁବନେଶ୍ୱର: ଆପୋସ ବୁଝାମଣାରେ ସୀମା ଚିହ୍ନଟ କରାଯିବ । ସୀମା ବିବାଦ ପ୍ରସଙ୍ଗରେ ଆଜି ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏହା କହିଛନ୍ତି ।…