ଆଜିର ଖବର ସୀମାବର୍ତ୍ତୀ ଗ୍ରାମ ପରିଦର୍ଶନ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ଦେଶବାସୀଙ୍କୁ, ବିଶେଷ କରି ଭାରତର ଯୁବପିଢ଼ିଙ୍କୁ ଦେଶର ସୀମାବର୍ତ୍ତୀ ଗ୍ରାମ ପରିଦର୍ଶନ କରିବା ଲାଗି ଅନୁରୋଧ କରିଛନ୍ତି ଶ୍ରୀ ମୋଦୀ…