ଆଜିର ଖବର ବିବାହର ୨୪ ବର୍ଷ ପରେ ଅଲଗା ହେବେ ସୋହେଲ-ସୀମା ଖାନ!, ଭାଇରାଲ ହେଲା ଦୁହିଙ୍କ ଫଟୋ ମୁମ୍ବାଇ: ବଲିଉଡ ଅଭିନେତା ସୋହେଲ ଖାନ ଏବଂ ସୀମା ଖାନ ଛାଡପତ୍ର ନେବାକୁ ଯାଉଛନ୍ତି। ବିବାହର ୨୪ ବର୍ଷ ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।…