ଅପରାଧ ଅମୃତପାଲ ସିଂ ଗିରଫ ହେଲେ ନା ଆତ୍ମସମର୍ପଣ କଲେ?, ଜାଣନ୍ତୁ କ’ଣ କହିଲା ପଞ୍ଜାବ ପୋଲିସ ଚଣ୍ଡିଗଡ଼: ଅମୃତପାଲ ସିଂଙ୍କ ଗିରଫଦାରୀ ଉପରେ ପଞ୍ଜାବ ପୋଲିସର ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଯେ, ଅମୃତପାଲଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି ଯାହା ପରେ…