ଆଜିର ଖବର ଜୋରଦାର ଚାଲୁ ରହିଛି ଟନେଲ ଭୁଶୁଡ଼ିବା ସ୍ଥାନରେ ଉଦ୍ଧାର କାର୍ଯ୍ୟ ନୂଆଦିଲ୍ଲୀ: ଜୀବନ ବଞ୍ଚାଇବା ପାଇଁ ନିଜର ଅତୁଟ ପ୍ରତିଶ୍ରୁତି ଜାରି ରଖି ସରକାର ଉତ୍ତରକାଶୀର ସିଲ୍କିୟାରା ଟନେଲରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି,…