ଆଜିର ଖବର ସଡକ ଦୁର୍ଘଟଣାରେ ଚଳଚିତ୍ର ନିର୍ଦ୍ଦେଶକ ସୁଧାକାର ବସନ୍ତ ଗୁରୁତର, କାର ଭାଙ୍ଗି ଚୁରମାର କଟକ: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ନିର୍ଦ୍ଦେଶକ ସୁଧାକାର ବସନ୍ତ କାର ଦୁର୍ଘଟଣାରେ ଗୁରୁତର ହୋଇ ପଡିଛନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କ କାର ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା…