ଅପରାଧ ବିକ୍ଷୋଭ ପ୍ରଦର୍ଶନ ବେଳେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା ଅମୃତସର: ପଞ୍ଜାବର ଅମୃତସର ସହରରେ ଆଜି ଅପରାହ୍ନରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନାନୁସାରେ, ଏକ ପ୍ରଦର୍ଶନ ସମୟରେ ସୁରୀଙ୍କୁ ରାସ୍ତାରେ…