ଜାତୀୟ ଖବର ଯଦି ସୁନା ଋଣ ପରିଶୋଧ ନହୁଏ ତେବେ କ’ଣ ହେବ?: ପଢନ୍ତୁ ସମ୍ପୂର୍ଣ୍ଣ ବିବରଣୀ ନୂଆଦିଲ୍ଲୀ: ସୁନା ଋଣ ଏକ ସୁରକ୍ଷିତ ଋଣ ଅଟେ। ଯେଉଁଠାରେ ଆପଣ ସୁନା, ଅଳଙ୍କାର କିମ୍ବା କୌଣସି ଜିନିଷ ରଖି ଋଣ ନିଅନ୍ତି। ବ୍ୟକ୍ତିଗତ ଋଣ ତୁଳନାରେ…