ଅପରାଧ ଟାଙ୍ଗୀ: ସୁନା ଚେନ୍ ନମିଳିବାରୁ ନବ ବିବାହିତାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ, ୩ ଅଟକ ସୀତାରାମ ଅଗ୍ରୱାଲ ଟାଙ୍ଗୀ: କୁମାର ପୂର୍ଣ୍ଣିମାରେ ଅଘଟଣ ଘଟିଛି। ସୁନା ଚେନ୍ ଦାବି କରି ନବ ବିବାହିତାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଥାନାରେ…