ଆଜିର ଖବର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ସୁଶୀଲ ଚନ୍ଦ୍ରା ନୂଆଦିଲ୍ଲୀ: ସୁଶୀଲ ଚନ୍ଦ୍ରା ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ସେ ଆସନ୍ତାକାଲି ଦାୟିତ୍ଵ ଗ୍ରହଣ କରିବେ। ସୁନିଲ ଆରୋରାଙ୍କ ସ୍ଥାନରେ ସୁଶୀଲ ଚନ୍ଦ୍ରା ନିଯୁକ୍ତ…