ଆଜିର ଖବର ମନ୍ଦିରରେ ବାସ କଲେ ନରକ ପ୍ରାପ୍ତ, କିନ୍ତୁ ବେଶ୍ୟା ଗୃହରେ ରହି ମଧ୍ୟ ମୋକ୍ଷ ପ୍ରାପ୍ତ!: କେମିତି ଏହା ସମ୍ଭବ? ଉପେନ୍ଦ୍ର ବଳିୟାରସିଂହ ଶାରୀରିକ ତ୍ୟାଗ ତ ଜୀବ ତୁରନ୍ତ କରିପାରେ। କିନ୍ତୁ ମାନସିକ ତ୍ୟାଗ କରିବା ବଡ କଠିନ ଅଟେ। ମାନସିକ ତ୍ୟାଗ ନକରି, କେବଳ ଶାରୀରିକ…