ଆଜିର ଖବର ମହାକୁମ୍ଭ ୨୦୨୫: ମୌନି ଅମାବାସ୍ୟାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୧୦୦୦ ରୁ ଅଧିକ ମେଡିକାଲ କର୍ମଚାରୀ ନିୟୋଜିତ ପ୍ରୟାଗରାଜ: ମୌନି ଅମାବାସ୍ୟା ପବିତ୍ର ଅବସରରେ ଉତ୍ତରପ୍ରଦେଶ ସରକାର ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମହାକୁମ୍ଭ ନଗରରେ ୧୦୦୦ ରୁ ଅଧିକ ଡାକ୍ତରୀ କର୍ମଚାରୀଙ୍କୁ…