ଜାତୀୟ ଖବର ସୁଭଦ୍ରା ଯୋଜନାକୁ ସମାଲୋଚନା କଲେ ନବୀନ, କହିଲେ ମା’ମାନଙ୍କୁ ଏହା କ’ଣ ବିଜେପି ଗ୍ୟାରେଣ୍ଟି? ଭୁବନେଶ୍ବର: ଆଜି ରାଜ୍ୟ ସରକାର ଘୋଷଣା କରିଥିବା ସୁଭଦ୍ରା ଯୋଜନାକୁ ନେଇ ବିଭିନ୍ନ ମହଲରେ ବେଶ ସମାଲୋଚନା କରାଯାଇଛି। କାରଣ ବିଜେପି ନିର୍ବାଚନ ବେଳେ ଯେଉଁ ପ୍ରତିଶୃତି…