ଆଜିର ଖବର ସୁରକ୍ଷାବାହିନୀ-ନକ୍ସଲ ମୁହାଁମୁହିଁ: ଜଣେ ଯବାନ ସହିଦ, ଏନକାଉଣ୍ଟରରେ ମାଓ କମାଣ୍ଡର ମୃତ ରାୟପୁର: ଆଜି ଛତିଶଗଡ଼ର ନକ୍ସଲ ପ୍ରଭାବିତ ଜିଲ୍ଲା ନାରାୟଣପୁରରେ ଆଇଟିବିପି ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି। ରିପୋର୍ଟ ଅନୁଯାୟୀ, ଅମାଦାଇ ଏବଂ ଶିବ…