ଆଜିର ଖବର ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୪ ସୁରକ୍ଷା କର୍ମୀ ଆହତ ରାୟପୁର: ଛତିଶଗଡର ବିଜାପୁରରେ ମାଓବାଦୀଙ୍କ ଦ୍ଵାରା ଆଇଇଡି ବିସ୍ଫୋରଣରେ ୪ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଉଛି।…