ବିଶେଷ ଖବର ବିଜେପି ଛାଡି ଓମାର ଅବଦୁଲ୍ଲାଙ୍କ ଦଳରେ ଯୋଗ ଦେଇଥିବା ସୁରେନ୍ଦ୍ର ଚୌଧୁରୀଙ୍କୁ ମାନହାନୀ ନୋଟିସ, ଜାଣନ୍ତୁ ମାମଲା ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଜଣେ ବଡ଼ ନେତା ନିକଟରେ ଭାରତୀୟ ଜନତା ପାର୍ଟି ଛାଡି ନ୍ୟାସନାଲ କନଫରେନ୍ସରେ ଯୋଗ ଦେଇଥିଲେ। ଏହା ପରେ ଦଳ ପୂର୍ବତନ ବିଜେପି…