Categories
ଆଜିର ଖବର ଧର୍ମ

ରବିବାରରେ ସୂର୍ଯ୍ୟ ଦେବଙ୍କୁ ମନେ ମନେ ପଢନ୍ତୁ ଏହି ମନ୍ତ୍ରୀ, ମିଳିବ ସଫଳତା

ଭୁବନେଶ୍ବର: ଧାର୍ମିକ ବିଶ୍ୱାସ ଅନୁଯାୟୀ ରବିବାର ସୂର୍ଯ୍ୟ ଭଗବାନଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ଭଗବାନ ସୁର୍ଯ୍ୟଙ୍କ ଉପାସନା କରାଯାଏ। ସୂର୍ଯ୍ୟ ଭଗବାନଙ୍କ କୃପାରୁ ଜଣେ ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ ହୁଏ। ରବିବାର ଦିନ ଭଗବାନ ସୂର୍ଯ୍ୟଙ୍କୁ ସନ୍ତୁଷ୍ଟ କରିବାକୁ, ସୂର୍ଯ୍ୟଦେବଙ୍କ ଆରତୀ କରନ୍ତୁ। ଭଗବାନ ସୂର୍ଯ୍ୟଙ୍କୁ ପୂଜା କରିବା ଶୁଭ ଫଳାଫଳ ଆଣିଥାଏ ।

ଓଁ ଜୟ ସୂର୍ଯ୍ୟ ଭଗବାନ, ଓଁ ଜୟ ସୂର୍ଯ୍ୟ ଭଗବାନ, ଓଁ ଜୟ ସୂର୍ଯ୍ୟ ଭଗବାନ, ଏହିପରି ଆଜି ଦିନରେ କୌଣସି ଏକ ମୂର୍ହୁତ୍ତରେ ଏକୋଇଶି ଥର ମନେ ମନେ ଧ୍ୟାନ କରନ୍ତୁ। ଏହି ଧ୍ୟାନ ସମୟରେ ସୂର୍ଯ୍ୟ ଦେବଙ୍କ ସକାଳେ ଉଇଁବା ସମୟର ରୂପକୁ ମନେ ମଧ୍ୟରେ ରଖନ୍ତୁ। ଏହିପରି ଏକୋଇଶ ଥର ଜପ କଲେ ସଫଳତା ନିଶ୍ଚିତ ସଫଳତା ମିଳିବ।