ଆଜିର ଖବର ସୁସ୍ଥ ଜୀବନଶୈଳୀ ଓ ଯୋଗାଭ୍ୟାସ ଦ୍ୱାରା କିଡ୍ନୀ ସମସ୍ୟା ଦୂର କରିହେବ: ବିଶେଷଜ୍ଞ ଭୁବନେଶ୍ୱର: କିଡ୍ନୀ ଜନିତ ରୋଗ ବର୍ତ୍ତମାନ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହା ଦ୍ୱାରା ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପଡୁଛି। ତେଣୁ…