ଧର୍ମ ଆସନ୍ତାକାଲିଠାରୁ ଆରମ୍ଭ ହେବ ମଳମାସ, ସୂର୍ଯ୍ୟଦେବ କରିବେ ରାଶି ପରିବର୍ତ୍ତନ, ସମସ୍ତ ରାଶି ହେବେ ପ୍ରଭାବିତ ଭୁବନେଶ୍ବର, ମାର୍ଚ୍ଚ 14 ତାରିଖ ରବିବାରଠାରୁ ମଳମାସ ବା ଖରମାସ ଆରମ୍ଭ ହେଉଛି। ଏହା କାରଣ ହେଉଛି ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ। ଜ୍ୟୋତିଷଙ୍କ ଅନୁଯାୟୀ, ସୂର୍ଯ୍ୟଦେବ ମାର୍ଚ୍ଚ…