ଆଜିର ଖବର ସ୍ଥାନୀୟ ଯୁବକଙ୍କ ଦକ୍ଷତା ବିକାଶ ପାଇଁ ଏମସିଏଲ୍ ସ୍ବାକ୍ଷର କଲା 2ଟି ବୁଝାମଣା ପତ୍ର ନୂଆଦିଲ୍ଲୀ: ମହାନଦୀ କୋଇଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ), ଏହାର ସିଏସ୍ଆର୍ ପଦକ୍ଷେପ ଅନୁଯାୟୀ ଆଜି ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପିଇଟି) ସହିତ 1.38…