ଆଜିର ଖବର ଜମ୍ମୁ କାଶ୍ମୀରରେ LOC ନିକଟରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ତିନି ଗିରଫ ନୂଆଦିଲ୍ଲୀ: ଗତକାଲି ରାତିରେ ଖରାପ ପାଗ ଏବଂ ପ୍ରବଳ ବର୍ଷାର ସୁଯୋଗ ନେଇ ପୁଞ୍ଚ ସେକ୍ଟରରେ ତିନି ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଜମ୍ମୁ…