ଆଜିର ଖବର ଆଜି ଜି-୨୦ ବିଶ୍ବବିଦ୍ୟାଳୟ ସମାପନ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଅପରାହ୍ନ ୪ଟା ବେଳେ ଜି-୨୦ ବିଶ୍ବବିଦ୍ୟାଳୟର ସମାପନ ସମାରୋହକୁ ସମ୍ବୋଧିତ କରିବେ। ଜି-୨୦ ଜନଭାଗିଦାରୀ…