ସେମିକଣ୍ଡକ୍ଟର ପ୍ରକଳ୍ପ

ଭୁବନେଶ୍ଵର: ବ୍ରିଟେନର କ୍ଲାସ୍-ସିକ୍ ୱାଫର୍ ଫାବ୍ ଲିମିଟେଡର ସହଯୋଗିତାରେ ସିକ୍ସେନ୍ ପ୍ରାଇଭେଟ୍ ଲିମିଟେଡ୍ ଓଡିଶାରେ ସେମିକଣ୍ଡକ୍ଟର ପ୍ରକଳ୍ପ ସ୍ଥାପନ କରିବ। ଏହାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।…