ଆଜିର ଖବର ବଡ଼କୂଳ ଓଡ଼ି ଆର୍ଟ ପକ୍ଷରୁ ୮ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ବଡ଼କୁଳ ସ୍ଥିତ ଓଡ଼ି ଆର୍ଟ ସମ୍ମିଳନୀ କକ୍ଷରେ ୮ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଚଳିତ…