ଆଜିର ଖବର ସାର ଉପରେ ସବସିଡି ଏବଂ ୧୦୦ ଟି ସୈନିକ ବିଦ୍ୟାଳୟକୁ ଅନୁମୋଦନ ଦେଲା ମୋଦୀ କ୍ୟାବିନେଟ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ସାର ଉପରେ ସବସିଡି ପ୍ରଦାନ ନିଷ୍ପତ୍ତି କ୍ୟାବିନେଟ ଅନୁମୋଦନ କରିଛି। ଏହି ବୈଠକରେ ସୈନିକ ସ୍କୁଲ୍ ସୋସାଇଟି…