ଆଜିର ଖବର ଉତ୍କଳ ଦିବସରେ ସୋଆ ଏସ୍ଏଚ୍ଏମ୍ରେ ଆରମ୍ଭ ହେଲା “ପଖାଳ ଉତ୍ସବ” ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ (ଏସ୍ଏଚ୍ଏମ୍…