ଆଜିର ଖବର ଆମକୁ ଏକ କୋଟି ଭୋଟ ଦିଅ, ଆମେ ୭୦ ଟଙ୍କାରେ ମଦ ଦେବୁ: ବିଜେପି ନେତା ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ୨୦୨୪ ବିଧାନସଭା ନିର୍ବାଚନରେ ଜିତିଲେ ରାଜ୍ୟବାସୀଙ୍କୁ ୭୦ ଟଙ୍କାରେ ମଦ ଦେବାକୁ ଭାରତୀୟ ଜନତା ପାର୍ଟି ପ୍ରତିଶୃତି ଦେଇଛି। ମଙ୍ଗଳବାର ଦିନ…