ଆଜିର ଖବର ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ଢେଙ୍କାନାଳର ସୋରଟ ଗାଁରେ ୨୦ ବର୍ଷ ପରେ ପୁଣି ଚାଷ ଆରମ୍ଭ ଭୁବନେଶ୍ୱର: ଢେଙ୍କାନାଳର ଏକ ଛୋଟ ଗାଁ ସୋରଟ ଏକ ଅଭୂତପୂର୍ବ ପରିବର୍ତ୍ତନର ସାକ୍ଷୀ ପାଲଟିଛି। ଦୀର୍ଘ ଦିନ ଧରି ସୀମିତ ଜୀବିକା ସୁଯୋଗ ଏବଂ ବନ୍ୟ ପଶୁମାନଙ୍କ…