ଜାତୀୟ ଖବର ମାଗଣା ବିଜୁଳି ବନାମ ମାଗଣା ବିଜୁଳି, ବିରୋଧୀ ଦଳକୁ ବାଣ ମାରିଲେ ମୋଦୀ ନୂଆଦିଲ୍ଲୀ: ଗତ ଏକ ଦଶନ୍ଧି ମଧ୍ୟରେ ଯଦି ଆମେ ରାଜ୍ୟଗୁଡ଼ିକର ନିର୍ବାଚନୀ ପ୍ରତିଶ୍ରୁତି ଉପରେ ନଜର ପକାଇବା, ତେବେ ମାଗଣା ବିଜୁଳି ପ୍ରସଙ୍ଗ ପ୍ରାଧାନ୍ୟ ବିସ୍ତାର କରିଛି।…