ଆଜିର ଖବର ମହଙ୍ଗାରୁ ଆଶ୍ଵସ୍ତି, ସୋୟାବିନ୍ ତେଲ ସହିତ ଏହି ତେଲର ମୂଲ୍ୟ ହେଲା ଶସ୍ତା ନୂଆଦିଲ୍ଲୀ: ଲୋକମାନେ ମହଙ୍ଗା ଖାଇବା ତେଲରୁ କିଛି ଆଶ୍ଵସ୍ତି ପାଇବାକୁ ଯାଉଛନ୍ତି। ବ୍ରାଣ୍ଡେଡ୍ ଖାଇବା ତେଲର ମୂଲ୍ୟ ହ୍ରାସ କରାଯାଇଛି, ଯାହା ସାଧାରଣ ଜନତାଙ୍କ ରୋଷେଇ ଖର୍ଚ୍ଚ…