ଆଜିର ଖବର ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ପଦବୀରୁ ହଟାଇଲେ ବିଜେଡ଼ି ସୁପ୍ରିମୋ ଭୁବନେଶ୍ଵର: ଆଜି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡ଼ି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କୁ ଉପ-ସଭାପତି ପଦବୀରୁ ହଟାଇ ଦିଆଯାଇଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ…