ଆଜିର ଖବର ସ୍କର୍ପିଓ ଧକ୍କାରେ ଦୁଇ ମୃତ କୁଚିଣ୍ଡା: ଫରେଷ୍ଟ ପାର୍କ ନିକଟରେ ବାଇକକୁ ଧକ୍କା ଦେଲା ସ୍କର୍ପିଓ । ଘଟଣାସ୍ଥଳରେ ଦୁଇ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଶିଶୁ ଗୁରୁତର ଅଛନ୍ତି ।…