ଅପରାଧ ‘ଚର୍ମରୁ ଚର୍ମ’ ମାମଲାର ବିଚାର ଦେଇଥିବା ଜଜ୍ ପୁଷ୍ପା ଗନେଡିୱାଲାଙ୍କ ଇସ୍ତଫା, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା ମୁମ୍ୱାଇ: ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗନେଡିୱାଲା ଇସ୍ତଫା ଦେଇଛନ୍ତି। ଯୌନ ନିର୍ଯାତନା (POCSO) ଅଧିନିୟମ ଅନୁଯାୟୀ ଶିଶୁଙ୍କ ଯୌନ ନିର୍ଯାତନାର ବ୍ୟାଖ୍ୟାକୁ ନେଇ ଏକ ବଡ଼…