ଆଜିର ଖବର ଜ୍ଞାନବାପୀରେ ASI ସର୍ଭେ ଉପରେ ଲାଗିଲା ପ୍ରତିବନ୍ଧକ: ଜୁଲାଇ ୨୬ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରୋକ ନୂଆଦିଲ୍ଲୀ: ଜ୍ଞାନବାପୀ ମାମଲାରେ ସୁପ୍ରିମକୋର୍ଟ ଏଏସଆଇର ସର୍ଭେ ସ୍ଥଗିତ ରଖିଛନ୍ତି। ଏହି ସ୍ଥଗିତାଦେଶ ଜୁଲାଇ ୨୬ ତାରିଖ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରହିବ। ଆଜି ସୁପ୍ରିମକୋର୍ଟ…