ଆଜିର ଖବର ରାଜ୍ୟପାଳଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ୍ କଲେଜର ପ୍ରତିନିଧି ମଣ୍ଡଳୀ: ଓଡ଼ିଶାର ଦ୍ରୁତ ପ୍ରଗତିକୁ ପ୍ରଶଂସା ଭୁବନେଶ୍ୱର: ନ୍ୟାସନାଲ୍ ଡିଫେନ୍ସ୍ କଲେଜର୧୭ ଜଣିଆ ପ୍ରତିନିଧିମଣ୍ଡଳୀ ରାଜଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତିଙ୍କୁ ସାକ୍ଷାତ କରିଛନ୍ତି। ଅଭିଷେକ ହଲ୍ ଠାରେ ରାଜ୍ୟପାଳଙ୍କ ସହ ବାର୍ତ୍ତାଳାପ…