ଆଜିର ଖବର ଆଜି ଅପରାହ୍ନରେ ଭୁବନେଶ୍ବର ପହଞ୍ଚିବ କରୋନା ଟିକା: ପ୍ରଦୀପ୍ତ ମହାପାତ୍ର ଭୁବନେଶ୍ବର: ଆଜି ଆପରାହ୍ନରେ କରୋନା ଟିକା ଭୁବନେଶ୍ବରରେ ପହଞ୍ଚିବ। ସ୍ପାଇସ ଜେଟ ବିମାନରେ ଆଜି ଅପରାହ୍ନ ୪ ଟା ୨୫ ରେ କରୋନା ଟିକା ପହଞ୍ଚିବ। ଭୁବନେଶ୍ବରରେ…