ଆଜିର ଖବର ଭାଙ୍ଗିଲା ଗତକାଲିର ରେକର୍ଡ: ଆଜି ଅମାନିଆ ଦେଲେ ୨୬ ଲକ୍ଷ ଜରିମାନା ଭୁବନେଶ୍ଵର: ରାଜ୍ୟରେ କୋଭିଡ଼ କଟକଣାକୁ କଡାକଡି କରାଯାଇଛି। ରାଜ୍ୟରେ ସ୍ପେଶାଲ ଡ୍ରାଇଭ ପକ୍ଷରୁ କରୋନା ନିୟମକୁ ଉଲ୍ଲଂଘନକାରୀଙ୍କୁ ଜରିମାନା ଆଦାୟ କରାଯାଉଛି। ଆଜିର ଯାଞ୍ଚ ସମୟରେ ସ୍ପେଶାଲ…