ଆଜିର ଖବର ବ୍ରହ୍ମପୁର ପୋଲିସକୁ ମିଳିଛି ବଡ ସଫଳତା: ୭ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅପରାଧୀ ମାନଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର ଅଭିଯାନରେ ବ୍ରହ୍ମପୁର ପୋଲିସକୁ ପୁଣି ସଫଳତା ମିଳିଛି। ଆଜି ବ୍ରହ୍ମପୁର ଏସ୍ ପି…