ଆଜିର ଖବର କାର୍ଯ୍ୟକ୍ଷମ ହେଲା ସ୍ବଦେଶୀ ଜ୍ଞାନକୌଶରେ ନିର୍ମିତ ସ୍ବୟଂଚାଳିତ ଟ୍ରେନ ସୁରକ୍ଷା ବ୍ୟବସ୍ଥା ‘କବଚ ୪.୦’ ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନକୌଶରେ ନିର୍ମିତ ସ୍ବୟଂଚାଳିତ ଟ୍ରେନ ସୁରକ୍ଷା ବ୍ୟବସ୍ଥା କବଚର ସଂପ୍ରସାରଣ ଜାରି ରହିଛି। ଏହି କ୍ରମରେ ଗୁଜରାଟରେ ପ୍ରଥମ ଥର ପାଇଁ ବାଜୱା (ବଡୋଦରା)-ଅହମ୍ମଦାବାଦ…