ସ୍ବନକ୍ଷତ୍ର ଉତ୍ସବ

ରେଢାଖୋଲ: ସୃଜନଶୀଳତାର ବିକଳ୍ପ ନାହିଁ। ଯନ୍ତ୍ରଣାରୁ ସୃଷ୍ଟି ହୋଇଥିବା ସାହିତ୍ୟ କାଳଜୟୀ ହୋଇଥାଏ। ଏହା ସମସ୍ତ କଷ୍ଟ ପ୍ରକଟିତ କରିବାକୁ ସାମର୍ଥ୍ୟ ହୋଇଥାଏ। ସାହିତ୍ୟ ହେଉଛି ଆତ୍ମଚିନ୍ତନ…