ଆଞ୍ଚଳିକ ଚିଲିକା: ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଅଶୋକ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଅଶୋକ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ବାଣପୁର ସ୍ଥିତ ବାସଭବନ ନିକଟରେ ଅନୁଷ୍ଠିତ ହୋଇଯାଇଛି।…