ସ୍ବାଗତିକା ଜଗଦ୍ଦେବ

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଆଉ ନିର୍ବାଚନ ଲଢିବେ ନାହିଁ। ସେ ନବୀନ ପଟ୍ଟନାୟକଙ୍କ ବିରୋଧରେ ହିଞ୍ଜିଳିରୁ ପ୍ରାର୍ଥୀ ହେବାକୁ ଦଳକୁ କହିଥିଲେ,…