ଆଜିର ଖବର ଜିଓର ଜବରଦସ୍ତ ରଣନୀତି ଓ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଏହାର ଗ୍ରାହକ ବୃଦ୍ଧିକୁ ତ୍ୱରାନ୍ୱିତ କରିବ: ରିପୋର୍ଟ ଭୁବନେଶ୍ୱର: ଜିଓର ଜବରଦସ୍ତ ରଣନୀତି, ନୂଆ ଜିଓଫୋନ ଅଫର ଓ ଆଗାମୀ ଦିନରେ ଉନ୍ମୋଚନ ହେବାକୁଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ କଂପାନିକୁ ଗ୍ରାହକ ସଂଖ୍ୟାରେ ବୃଦ୍ଧିକୁ ତ୍ୱରାନ୍ୱିତ…