ସ୍ଵଚ୍ଛ କ୍ୟାମ୍ପସ ଅଭିଯାନ

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ବାଣପୁର ଗମ୍ଭାରୀମୁଣ୍ଡା ସ୍ଥିତ ପର୍ଶୁରାମ ଜୁନିଅର ମହାବିଦ୍ୟାଳୟଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଦ୍ୱାରା ଏକ ସ୍ଵଚ୍ଛ  କ୍ୟାମ୍ପସ ଅଭିଯାନ ଅନୁଷ୍ଠିତ…